/odisha-reporter/media/post_attachments/uploads/2022/11/bjd-4.jpg)
bjd
ଚର୍ଚ୍ଚା ହେଉଛି ଏହି ତିନି ନେତାଙ୍କ ଭରସାରେ ଧାମନଗର ନିର୍ବାଚନକୁ ଓହ୍ଲାଇଥିଲା ବିଜେଡି। ଏମାନେ ମଙ୍ଗ ଧରିଥିଲେ। ଜଣେ ହେଲେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକର ପୂର୍ବତନ ଚେୟାରମ୍ୟାନ ଅଶୋକ ନାୟକ ଓ ଆଉ ଜଣେ ହେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। କୁହାଯାଏ ଏମାନଙ୍କ ପାଇଁ ହିଁ କୁଆଡ଼େ ରାଜୁ ଦାସଙ୍କୁ ପ୍ରାର୍ଥୀ କରିନଥିଲା ବିଜେଡି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
