Advertisment

ବିଜେଡିର ବିଜୟରେ ବ୍ରେକ ଲଗାଇଲେ ଏମାନେ

ଚର୍ଚ୍ଚା ହେଉଛି ଏହି ତିନି ନେତାଙ୍କ ଭରସାରେ ଧାମନଗର ନିର୍ବାଚନକୁ ଓହ୍ଲାଇଥିଲା ବିଜେଡି। ଏମାନେ ମଙ୍ଗ ଧରିଥିଲେ। ଜଣେ ହେଲେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକର ପୂର୍ବତନ ଚେୟାରମ୍ୟାନ ଅଶୋକ ନାୟକ ଓ ଆଉ ଜଣେ ହେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। କୁହାଯାଏ ଏମାନଙ୍କ ପାଇଁ ହିଁ କୁଆଡ଼େ ରାଜୁ ଦାସଙ୍କୁ ପ୍ରାର୍ଥୀ କରିନଥିଲା ବିଜେଡି।

ବିଜେଡିର ବିଜୟରେ ବ୍ରେକ ଲଗାଇଲେ ଏମାନେ

bjd

Advertisment

ଚର୍ଚ୍ଚା ହେଉଛି ଏହି ତିନି ନେତାଙ୍କ ଭରସାରେ ଧାମନଗର ନିର୍ବାଚନକୁ ଓହ୍ଲାଇଥିଲା ବିଜେଡି। ଏମାନେ ମଙ୍ଗ ଧରିଥିଲେ। ଜଣେ ହେଲେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକର ପୂର୍ବତନ ଚେୟାରମ୍ୟାନ ଅଶୋକ ନାୟକ ଓ ଆଉ ଜଣେ ହେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। କୁହାଯାଏ ଏମାନଙ୍କ ପାଇଁ ହିଁ କୁଆଡ଼େ ରାଜୁ ଦାସଙ୍କୁ ପ୍ରାର୍ଥୀ କରିନଥିଲା ବିଜେଡି।

Advertisment

Bjd Lost Dhamnagar Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe