ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା। ରାଜ୍ୟ ସରକାର ଉତ୍ତରଦାୟୀ ରହିବେ। ଆତ୍ମହତ୍ୟା ନାଁରେ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।
https://youtu.be/_DCJ6vRQ_IY
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମନ ଦୁଃଖ କରିବନି, ବାହା ହୋଇଯିବ...
ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପ୍ରେମିକ ପାଇଁ ଗୋଟିଏ ଭିଡିଓ ରେକର୍ଡ କରିଛନ୍ତି। ଏଥିରେ ସେ ନିଜ ପ୍ରେମିକଙ୍କୁ କ୍ଷମା ମାଗିବା ସହ ଘରେ ଘଟୁଥିବା ଝଗଡ଼ାକୁ ନେଇ ସେ ଥକି ଯାଇଥିବା କହିଛନ୍ତି।
National
ସଞ୍ଜୟ ସିଂହଙ୍କ ବିରୋଧରେ ୧୦୦ କୋଟିର ମାନହାନୀ କେସ୍ କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ
କ୍ୟାଶ ଫର ଜବ୍ସ ସ୍କାମରେ ସଞ୍ଜୟ ସିଂହ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ନାଁ ନେଇଥିଲେ। ଏଥିପାଇଁ ସେ କୋର୍ଟରେ ମାନହାନୀ କେସ୍ କରିଥିଲେ।
Politics
ନିର୍ବାଚନ ପରାଜୟ ପରେ ପ୍ରଥମଥର ଫଡ଼ନାଭିସଙ୍କୁ ଭେଟିଲେ ଉଦ୍ଧବ ଠାକରେ
ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ଆଦିତ୍ୟ ଠାକରେଙ୍କ ମଧ୍ୟ ବାପାଙ୍କ ସହ ଏହି ବୈଠକରେ ଉପସ୍ଥିତ ରହିଥିଲେ।
Politics
ମନ୍ତ୍ରୀ ପଦ ନ ମିଳିବାରୁ ରାଗି ଗଲେ ଛଗନ ଭୁଜବଳ, ଉପ ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ
ଅଜିତ ପାୱାରଙ୍କ ସମେତ ଏନସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି। କ’ଣ ସେ ସେମାନଙ୍କ ହାତର ଚାବି ଦିଆ କଣ୍ଢେଇ ବୋଲି ମଧ୍ୟ ଛଗନ ଭୁଜବଳ ପ୍ରଶ୍ନ କରିଛନ୍ତି।
National
ଅନ୍ତଃବସ୍ତ୍ର ଭିତରେ ୧.୭ କେଜି ସୁନା ସ୍ମଗଲିଂ ବେଳେ ଧରା ପଡ଼ିଲେ ଏୟାର ଇଣ୍ଡିଆ କ୍ରୁ
ଏୟାର ଇଣ୍ଡିଆର ସଦସ୍ୟ ଜଣଙ୍କ ଜଣେ ଯାତ୍ରୀଙ୍କୁ ୨୪ କ୍ୟାରେଟର ୧.୭ କେଜି ସୁନା ସ୍ମଗଲିଂ କରିବାରେ ସହାୟତା କରୁଥିଲେ।