‘ମାଛ ଖାଇଲେ ସାପ କାମୁଡ଼ିବ’

କଥାଟି ଅଡୁଆ ଲାଗୁଥାଇପାରେ କିନ୍ତୁ ଏମିତ ଏକ ଗାଁ ଅଛି ଯେଉଁଠି ଆମିଷ ଖାଇବା ମାନେ ପାପ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବେଣ୍ଟଶାଳିଆ ଗାଁରେ ଏମିତି ଅଜବ ପ୍ରଥା ରହିଛି, ଯାହାକୁ ଶୁଣିଲେ କେହି ବିଶ୍ୱାସ କରିପାରିବେ ନାହିଁ।

fish

Debendra Prusty
  • Published: Thursday, 03 November 2022
  • , Updated: 03 November 2022, 01:16 PM IST

କଥାଟି ଅଡୁଆ ଲାଗୁଥାଇପାରେ କିନ୍ତୁ ଏମିତ ଏକ ଗାଁ ଅଛି ଯେଉଁଠି ଆମିଷ ଖାଇବା ମାନେ ପାପ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବେଣ୍ଟଶାଳିଆ ଗାଁରେ ଏମିତି ଅଜବ ପ୍ରଥା ରହିଛି, ଯାହାକୁ ଶୁଣିଲେ କେହି ବିଶ୍ୱାସ କରିପାରିବେ ନାହିଁ।

https://youtu.be/Bc_1to-b7uw

Related story