Advertisment

‘୩୫ ବର୍ଷର ସଞ୍ଚିତ ଧନ ନେଇଗଲେ’

‘୩୫ ବର୍ଷର କଷ୍ଟ ଉପାର୍ଜିତ ଧନ ନେଇଗଲେ’। ସାଇବର ଠକ୍‌ ଜାଲରେ କେନ୍ଦ୍ରାପଡ଼ାର ଜଣେ ବୃଦ୍ଧ। ୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ବୃଦ୍ଧ ଜଣଙ୍କ। ଶୁଣନ୍ତୁ ଏଭଳି ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣଙ୍କ କ’ଣ କହୁଛନ୍ତି।

‘୩୫ ବର୍ଷର ସଞ୍ଚିତ ଧନ ନେଇଗଲେ’

cyber loot

Advertisment

‘୩୫ ବର୍ଷର କଷ୍ଟ ଉପାର୍ଜିତ ଧନ ନେଇଗଲେ’। ସାଇବର ଠକ୍‌ ଜାଲରେ କେନ୍ଦ୍ରାପଡ଼ାର ଜଣେ ବୃଦ୍ଧ। ୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ବୃଦ୍ଧ ଜଣଙ୍କ। ଶୁଣନ୍ତୁ ଏଭଳି ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣଙ୍କ କ’ଣ କହୁଛନ୍ତି।

Advertisment

Savings Gone Cyber Loot Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe