/odisha-reporter/media/post_attachments/uploads/2022/09/kukura.jpg)
kukura
ସେ ତ ପଶୁ। ମଣିଷ ଏତେ ନିର୍ଦ୍ଦୟ କେମିତି ପାଲଟିଲା? ମୁହଁ-ଗୋଡ଼ ବାନ୍ଧି ୧୨ କୁକୁରଙ୍କୁ କୋଠରୀରେ ବନ୍ଦ କରି ରଖିଥିଲେ କର୍ମଚାରୀ। କୁକୁରମାନେ ଭୁକିବାକୁ ଚାହିଁଲେ ଭୁକି ପାରିବେନି। ଭୋକ-ଉପାସରେ କଲବଲ ହେଉଥିଲେ ୧୨ କୁକୁର। ଆଉ କିଛିଦିନ ହୋଇଥିଲେ ହୁଏତ ୧୨ କୁକୁରଙ୍କ ଜୀବନ ଚାଲି ଯାଇଥାନ୍ତା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
