ସେ ତ ପଶୁ। ମଣିଷ ଏତେ ନିର୍ଦ୍ଦୟ କେମିତି ପାଲଟିଲା? ମୁହଁ-ଗୋଡ଼ ବାନ୍ଧି ୧୨ କୁକୁରଙ୍କୁ କୋଠରୀରେ ବନ୍ଦ କରି ରଖିଥିଲେ କର୍ମଚାରୀ। କୁକୁରମାନେ ଭୁକିବାକୁ ଚାହିଁଲେ ଭୁକି ପାରିବେନି। ଭୋକ-ଉପାସରେ କଲବଲ ହେଉଥିଲେ ୧୨ କୁକୁର। ଆଉ କିଛିଦିନ ହୋଇଥିଲେ ହୁଏତ ୧୨ କୁକୁରଙ୍କ ଜୀବନ ଚାଲି ଯାଇଥାନ୍ତା।
https://youtu.be/Xu_IRuO3bzE