ragging
Advertisment
ଜୁନିୟର ଛାତ୍ରୀଙ୍କୁ ସିନିୟରଙ୍କ ରାଗିଂ। ମାନସିକ ନିର୍ଯ୍ୟାତନା ଦେଉଛନ୍ତି ସିନିୟର। ସାମାନ୍ୟ କଥାକୁ ନେଇ ସୃଷ୍ଟି କରୁଛନ୍ତି ଅଡୁଆ ପରିସ୍ଥିତି। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲା ମହିଳା ସାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରୁ। ପ୍ରଥମ ବର୍ଷର ଛାତ୍ରୀ କଳ୍ପନା କିଷାନ ଏଭଳି ଅଭିଯୋଗ ଆଣିଛନ୍ତି। ଆଉ ହଷ୍ଟେଲରେ ଚାଲିଥିବା ରାଗିଂ ବିଷୟରେ ସବୁକିଛି କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/07/ragging.jpg)