guard
Advertisment
ଆରେ…ଏ ବାବୁ…ଶୁଣା ଯାଉନି କି ଡାକୁଛି ପରା! ଆଜ୍ଞା, ମୁଁ ଏଠି ଅଛି। ସାର୍ କ’ଣ କହୁଥିଲେ କି? କ’ଣ କହୁଥିଲି ମାନେ…ତୁମେ କୁଆଡ଼େ ଆସୁଛ କହିଲ? ବହି ଗୋଟେ ଧରି କ’ଣ ବସିଯାଉଛ? ତମକୁ କ’ଣ ଏଥିପାଇଁ ପଇସା ମିଳୁଛି? କିଏ କେତେବେଳେ ଆସି କ’ଣ ଚୋରି କରି ନେବ। କ’ଣ ହେବ?