ଏ ଜାଗା ଆମର, ନୋ ଟାଟା ନୋ ବାଟା!

ସାଲିଆସାହି ରାସ୍ତା ସଂପ୍ରସାରଣ ନେଇ ବସ୍ତିବାସିନ୍ଦା ଓ ଜବରଦଖଲ ଉଚ୍ଛେଦ ଟିମ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ଧରି ବସ୍ତିରେ ରହି ଆସୁଥିବା ବାସିନ୍ଦା ପ୍ରତିବାଦ କରିଥିଲେ।