ଏ ଜାଗା ଆମର, ନୋ ଟାଟା ନୋ ବାଟା!

ସାଲିଆସାହି ରାସ୍ତା ସଂପ୍ରସାରଣ ନେଇ ବସ୍ତିବାସିନ୍ଦା ଓ ଜବରଦଖଲ ଉଚ୍ଛେଦ ଟିମ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ଧରି ବସ୍ତିରେ ରହି ଆସୁଥିବା ବାସିନ୍ଦା ପ୍ରତିବାଦ କରିଥିଲେ।

saliasahi

Debendra Prusty
  • Published: Saturday, 19 November 2022
  • , Updated: 19 November 2022, 11:35 AM IST

ସାଲିଆସାହି ରାସ୍ତା ସଂପ୍ରସାରଣ ନେଇ ବସ୍ତିବାସିନ୍ଦା ଓ ଜବରଦଖଲ ଉଚ୍ଛେଦ ଟିମ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ଧରି ବସ୍ତିରେ ରହି ଆସୁଥିବା ବାସିନ୍ଦା ପ୍ରତିବାଦ କରିଥିଲେ।

https://youtu.be/J_tpThEQSPg

Related story