Advertisment

ଲକ୍ଷେ କୋଟି ଟଙ୍କାର ମନ୍ଦିର!

ଦେଶରେ ପାଖାପାଖି ୨୦ ଲକ୍ଷରୁ ଅଧିକ ମନ୍ଦିର ରହିଛି।  ସେ ଭିତରୁ ଆମେ ଆପଣଙ୍କୁ ଦେଶର କିଛି ଧନୀ ମନ୍ଦିର ବିଷୟରେ କହିବାକୁ ଯାଉଛୁ। ଦର୍ଶକବନ୍ଧୁ, ଆପଣ ଜାଣି ଖୁସି ହେବେ, ଦେଶର ଏହି ଧନୀ ମନ୍ଦିର ତାଲିକାରେ ଓଡ଼ିଶାର ଜଗନ୍ନାଥ ମନ୍ଦିର ବି ଅନ୍ୟତମ, ଯାହା ଓଡ଼ିଶା ପାଇଁ ଖୁସିର କଥା। ଆମେ ଯେଉଁ ମନ୍ଦିର ବାବଦରେ କହିବାକୁ ଯାଉଛୁ, ସେହି ମନ୍ଦିରକୁ ବାର୍ଷିକ ଶହଶହ କୋଟିର ଦାନ ମିଳିଥାଏ।

ଲକ୍ଷେ କୋଟି ଟଙ୍କାର ମନ୍ଦିର!

temple

Rich Temple Hindu Temple Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe