Advertisment

କୋଣାର୍କରେ ଟିକେଟ ଘୋଟାଲା!

କୋଣାର୍କ ମନ୍ଦିରରେ କୋଟି କୋଟି ଟଙ୍କାର ଟିକେଟ ସ୍କାମ୍! ଟିକେଟ୍ ରାକେଟ୍ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ। ସନ୍ଦେହକୁ ଦୃଢ଼ କଲା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ। ଜାନୁଆରୀରୁ ସେପଟେମ୍ବର ଭିତରେ ବଢ଼ିଗଲା ୪ଗୁଣ ରାଜସ୍ୱ। ଧରପଗଡ଼ ପରେ ବଢ଼ିଗଲା ୪ ଗୁଣରୁ ଅଧିକ ପର୍ଯ୍ୟଟକ ସଂଖ୍ୟା।

author-image
Debendra Prusty
କୋଣାର୍କରେ ଟିକେଟ ଘୋଟାଲା!

konark

କୋଣାର୍କ ମନ୍ଦିରରେ କୋଟି କୋଟି ଟଙ୍କାର ଟିକେଟ ସ୍କାମ୍! ଟିକେଟ୍ ରାକେଟ୍ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ। ସନ୍ଦେହକୁ ଦୃଢ଼ କଲା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ। ଜାନୁଆରୀରୁ ସେପଟେମ୍ବର ଭିତରେ ବଢ଼ିଗଲା ୪ଗୁଣ ରାଜସ୍ୱ। ଧରପଗଡ଼ ପରେ ବଢ଼ିଗଲା ୪ ଗୁଣରୁ ଅଧିକ ପର୍ଯ୍ୟଟକ ସଂଖ୍ୟା।

Advertisment

Ticket Scam Konark Ticket Asi Scam