padmapur
Advertisment
ଧାମନଗର ପରେ ଏବେ ଫୋକସରେ ପଦ୍ମପୁର ବାଇ ଇଲେକସନ୍। ନିର୍ବାଚନ କମିଶନ ବିଗୁଲ ବଜଇବା ପରେ ରାଜ୍ୟର ପ୍ରମୁଖ ଦଳ ଏବେ ପେପର ୱାର୍କ ଆରମ୍ଭ କରିଦେଲେଣି। ତେବେ ସବୁଠୁ ଚର୍ଚାରେ ବିଜେଡିର ଟିକେଟ ବଣ୍ଟନ। ଧାମନଗରରୁ ବୁଦ୍ଧି ଶିଖିବା ପରେ ଏଥର ଦଳ କିନ୍ତୁ ପଦ୍ମପୁରରେ ଠିକ ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/padmapur-2.jpg)