Advertisment

ବିଧାନସଭାରେ ‘ଚାପୁଡ଼ା’!

‘ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା’। ଗୃହରେ ଦୁଃଖ ପ୍ରକାଶ କରି କହିଲେ ବିଜେଡି ବିଧାୟକ ଭାଗିରଥି ସେଠୀ। ବଖାଣିଲେ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ବି ସମାଧାନ ହେଉନି।

author-image
Debendra Prusty
ଅଦ୍ୟତନ ହୋଇଛି
ବିଧାନସଭାରେ ‘ଚାପୁଡ଼ା’!

chapuda

‘ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା’। ଗୃହରେ ଦୁଃଖ ପ୍ରକାଶ କରି କହିଲେ ବିଜେଡି ବିଧାୟକ ଭାଗିରଥି ସେଠୀ। ବଖାଣିଲେ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ବି ସମାଧାନ ହେଉନି।

Advertisment

Health Service Odisha Odisha Health Minister