bidi
Advertisment
ତମ୍ୱାଖୁ ସେବନରେ ଓଡ଼ିଶା ଦେଶରେ ଅଗ୍ରଣୀ ଭୂମିକାରେ ରହିଛି। ଯଦିଓ ଉପରକୁ ଦୁଇ ତିନୋଟି ରାଜ୍ୟ ରହିଛି ତଥାପି ତମ୍ୱାଖୁ ସେବନରେ ଓଡ଼ିଶା ବାସୀ ଆଗରେ। ଦେଶର ଅନ୍ୟ ରାଜ୍ୟ ତୁଳନାରେ କଣ ପାଇଁ ଓଡ଼ିଶାର ଏ ଦୟନୀୟ ସ୍ଥିତି ଦେଖନ୍ତୁ ଏଥର କିଞ୍ଚିତ୍ କଥାରେ।