/odisha-reporter/media/post_attachments/uploads/2022/05/page.jpg)
page
ସତେ ଯେମିତି ପ୍ରକୃତି ଏଇଠି ତାର ସବୁ ରାଗ ସାରିଦେଇଛି। ଭୟଙ୍କର ରୂପ କରି ସବୁକିଛି ଧ୍ୱଂସ କରିବାକୁ ଆଗେଇ ଆସୁଛି। ଏ ଯେଉଁ ଭୟଙ୍କର ଦୃଶ୍ୟ ଆପଣ ଦେଖୁଛନ୍ତି ଏହା ଆମେରିକାର କାନସାସ୍ ସହରରେ ହୋଇଥିବା ଭୟଙ୍କର ଘୂର୍ଣ୍ଣିଝଡ଼ର ଦୃଶ୍ୟ । ଘୂର୍ଣ୍ଣିଝଡର ପ୍ରଭାବ ଏତେ ଅଧିକ ଥିଲା ଯେ, ଘରର ଛପର ଗୁଡିକ ପତ୍ର ପରି ଆକାଶରେ ଉଡିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
