ଆମେରିକାରେ ପ୍ରକୃତିର ଭୟଙ୍କର ରୂପ

ସତେ ଯେମିତି ପ୍ରକୃତି ଏଇଠି ତାର ସବୁ ରାଗ ସାରିଦେଇଛି। ଭୟଙ୍କର ରୂପ କରି ସବୁକିଛି ଧ୍ୱଂସ କରିବାକୁ ଆଗେଇ ଆସୁଛି। ଏ ଯେଉଁ ଭୟଙ୍କର ଦୃଶ୍ୟ ଆପଣ ଦେଖୁଛନ୍ତି ଏହା ଆମେରିକାର କାନସାସ୍ ସହରରେ ହୋଇଥିବା ଭୟଙ୍କର ଘୂର୍ଣ୍ଣିଝଡ଼ର ଦୃଶ୍ୟ । ଘୂର୍ଣ୍ଣିଝଡର ପ୍ରଭାବ ଏତେ ଅଧିକ ଥିଲା ଯେ, ଘରର ଛପର ଗୁଡିକ ପତ୍ର ପରି ଆକାଶରେ ଉଡିଥିଲା। https://youtu.be/MJnj0UScnHA

page

Pujarani Nayak
  • Published: Monday, 02 May 2022
  • , Updated: 02 May 2022, 06:54 PM IST

ସତେ ଯେମିତି ପ୍ରକୃତି ଏଇଠି ତାର ସବୁ ରାଗ ସାରିଦେଇଛି। ଭୟଙ୍କର ରୂପ କରି ସବୁକିଛି ଧ୍ୱଂସ କରିବାକୁ ଆଗେଇ ଆସୁଛି। ଏ ଯେଉଁ ଭୟଙ୍କର ଦୃଶ୍ୟ ଆପଣ ଦେଖୁଛନ୍ତି ଏହା ଆମେରିକାର କାନସାସ୍ ସହରରେ ହୋଇଥିବା ଭୟଙ୍କର ଘୂର୍ଣ୍ଣିଝଡ଼ର ଦୃଶ୍ୟ । ଘୂର୍ଣ୍ଣିଝଡର ପ୍ରଭାବ ଏତେ ଅଧିକ ଥିଲା ଯେ, ଘରର ଛପର ଗୁଡିକ ପତ୍ର ପରି ଆକାଶରେ ଉଡିଥିଲା।

https://youtu.be/MJnj0UScnHA

Related story