ବର୍ଷା ପୋଛିଦେଲା ସିନ୍ଦୁର

ବର୍ଷା ଖାଲି ଘରଦ୍ୱାର ଭସାଉନି ବରଂ କାହାର ସଂସାର ବି ଉଜାଡି ଦେଉଛି, 6 ମାସ ତଳେ ବିବାହ କରିଥିଲେ କିନ୍ତୁ ମଥାରୁ ସିନ୍ଦୁର ପୋଛିଦେଲା ବର୍ଷା, ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ