ମୃତ୍ୟୁକୁ ସାଙ୍ଗରେ ଧରି ଛକି ବସିଥିଲା ବନ୍ୟା

ଦେଖୁ ଦେଖୁ ସୁଧାଂଶୁ ପାଣି ଭିତରେ ଉଭାନ ହୋଇଯାଇଥିଲେ । ବଡଭାଇ ଚେଷ୍ଟା କରି ମଧ୍ୟ ସାନଭାଇକୁ ପାଣି ସୁଅରୁ ବଂଚାଇ ପାରିଲେ ନାହିଁ ।