Advertisment

ମୁଣ୍ଡ ନେଉଛି ମହାନଦୀ

ମୁଣ୍ଡ ନେଉଛି ମହାନଦୀ।କାଳ ସାଜୁଛି ନଦୀ ସ୍ନାନ। ଏକ ତାଜା ଘଟଣା ଆଉ ହୃଦୟ ବିଦାରକ। ପରିବାର ଲୋକ ଛାତି ଫାଟି ପଡୁଛି। ଦଶ ମାସ ଦଶ ଦିନ ଗର୍ଭରେ ରଖି ଅନ୍ତଫାଡି ଜନ୍ମ ଦେଇଥିଲା ମାଆ। ଛୋଟରୁ କାଖେଇ କୋଳେଇ ପୁଅ-ଝିଅ 2 ଜଣଙ୍କୁ ଏତେ ବଡ କରିଥିଲା। ପିଲା ଦୁଇଜଣଙ୍କୁ ଏତେ ବଡ କରିବା ପାଇଁ କେତେ ଯେ ରାତିଅନିଦ୍ରା ହେବାକୁ ପଡିଥିବ ତାହା କେବଳ ସେ ମାଆ ହିଁ ଜାଣିନଥିବ।

author-image
Manasi Mohapatra
ଅଦ୍ୟତନ ହୋଇଛି
ମୁଣ୍ଡ ନେଉଛି ମହାନଦୀ

maxresdefault (2) (1)

ମୁଣ୍ଡ ନେଉଛି ମହାନଦୀ।କାଳ ସାଜୁଛି ନଦୀ ସ୍ନାନ। ଏକ ତାଜା ଘଟଣା ଆଉ ହୃଦୟ ବିଦାରକ। ପରିବାର ଲୋକ ଛାତି ଫାଟି ପଡୁଛି। ଦଶ ମାସ ଦଶ ଦିନ ଗର୍ଭରେ ରଖି ଅନ୍ତଫାଡି ଜନ୍ମ ଦେଇଥିଲା ମାଆ। ଛୋଟରୁ କାଖେଇ କୋଳେଇ ପୁଅ-ଝିଅ 2 ଜଣଙ୍କୁ ଏତେ ବଡ କରିଥିଲା। ପିଲା ଦୁଇଜଣଙ୍କୁ ଏତେ ବଡ କରିବା ପାଇଁ କେତେ ଯେ ରାତିଅନିଦ୍ରା ହେବାକୁ ପଡିଥିବ ତାହା କେବଳ ସେ ମାଆ ହିଁ ଜାଣିନଥିବ।

Advertisment

Odisha Odisha Reporter Mahanadi River