ଗଛ ପଡ଼ିବାରୁ ଅଟକିଲା ଟ୍ରେନ

ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଉଛି। ଉପର ମୁଣ୍ଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ପବନର ବେଗ ମଧ୍ୟ ରାତିରେ ୫୦ କିମିରୁ ଉର୍ଦ୍ଧ୍ବ ଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପଡିଥିବା ଜଣାପଡିଛି। ବାରିପଦା ରେଳଷ୍ଟେସନରେ ମଧ୍ୟ ଗଛ ପଡିଥିବାରୁ ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ବାରିପଦା ଷ୍ଟେସନ ରେ ଅଟକି ରହିଛି ବାଙ୍ଗିରିପୋଷି, ଭୁବନେଶ୍ୱର ସୁପର୍ ଫାଷ୍ଟ ସହ ବାରିପଦା ବାଲେଶ୍ବର ଡିଏମ୍ ୟୁ ଟ୍ରେନ। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ […]

train movement affected

train movement affected

Sonali Kabi
  • Published: Saturday, 20 August 2022
  • Updated: 20 August 2022, 11:39 AM IST

ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଉଛି। ଉପର ମୁଣ୍ଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ପବନର ବେଗ ମଧ୍ୟ ରାତିରେ ୫୦ କିମିରୁ ଉର୍ଦ୍ଧ୍ବ ଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପଡିଥିବା ଜଣାପଡିଛି। ବାରିପଦା ରେଳଷ୍ଟେସନରେ ମଧ୍ୟ ଗଛ ପଡିଥିବାରୁ ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ବାରିପଦା ଷ୍ଟେସନ ରେ ଅଟକି ରହିଛି ବାଙ୍ଗିରିପୋଷି, ଭୁବନେଶ୍ୱର ସୁପର୍ ଫାଷ୍ଟ ସହ ବାରିପଦା ବାଲେଶ୍ବର ଡିଏମ୍ ୟୁ ଟ୍ରେନ। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ ଲାଇନ କାମ କରିବା ପାଇଁ କର୍ମଚାରୀ ମାନେ ଲାଗିଛନ୍ତି।

https://www.youtube.com/watch?v=FG3folELNb8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story