Advertisment

ଗଛ ପଡ଼ିବାରୁ ଅଟକିଲା ଟ୍ରେନ

ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଉଛି। ଉପର ମୁଣ୍ଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ପବନର ବେଗ ମଧ୍ୟ ରାତିରେ ୫୦ କିମିରୁ ଉର୍ଦ୍ଧ୍ବ ଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପଡିଥିବା ଜଣାପଡିଛି। ବାରିପଦା ରେଳଷ୍ଟେସନରେ ମଧ୍ୟ ଗଛ ପଡିଥିବାରୁ ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ବାରିପଦା ଷ୍ଟେସନ ରେ ଅଟକି ରହିଛି ବାଙ୍ଗିରିପୋଷି, ଭୁବନେଶ୍ୱର ସୁପର୍ ଫାଷ୍ଟ ସହ ବାରିପଦା ବାଲେଶ୍ବର ଡିଏମ୍ ୟୁ ଟ୍ରେନ। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ […]

author-image
Sonali Kabi
ଗଛ ପଡ଼ିବାରୁ ଅଟକିଲା ଟ୍ରେନ

train movement affected

ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଉଛି। ଉପର ମୁଣ୍ଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ପବନର ବେଗ ମଧ୍ୟ ରାତିରେ ୫୦ କିମିରୁ ଉର୍ଦ୍ଧ୍ବ ଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପଡିଥିବା ଜଣାପଡିଛି। ବାରିପଦା ରେଳଷ୍ଟେସନରେ ମଧ୍ୟ ଗଛ ପଡିଥିବାରୁ ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ବାରିପଦା ଷ୍ଟେସନ ରେ ଅଟକି ରହିଛି ବାଙ୍ଗିରିପୋଷି, ଭୁବନେଶ୍ୱର ସୁପର୍ ଫାଷ୍ଟ ସହ ବାରିପଦା ବାଲେଶ୍ବର ଡିଏମ୍ ୟୁ ଟ୍ରେନ। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ ଲାଇନ କାମ କରିବା ପାଇଁ କର୍ମଚାରୀ ମାନେ ଲାଗିଛନ୍ତି।

Advertisment

Odisha Flood FLOOD Train