୧୮୦ କିମି ବେଗରେ ଦୌଡ଼ିଲା ‘ବନ୍ଦେ ଭାରତ’ ଟ୍ରେନ୍

ଘଣ୍ଟାକୁ ୧୮୦ କିମି ବେଗରେ ଦୌଡିଲା ‘ବନ୍ଦେ ଭାରତ’ ଟ୍ରେନ୍। ଏତେ ସ୍ପିଡ୍‌ରେ ବି ଟ୍ରେନ ଭିତରେ ଥିବା ପାଣିଗ୍ଲାସ ଟି ପଡ଼ିଲାନି। ଦେଖନ୍ତୁ ଭିଡିଓ।