/odisha-reporter/media/post_attachments/uploads/2021/02/kkkkk.jpg)
kkkkk
କିନ୍ନର ହେଲେ ବି କିଛି କମ୍ ନୁହଁନ୍ତି । ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦ ରେ ଡେ-ଏନୟୁଏଲଏମ ବିଭାଗର ସିଟି ମିଶନ ମେନେଜମେନ୍ଟ ରେ ସୋପୋଟିଙ୍ଗ ଷ୍ଟାପ ଭାବରେ ନିଯୁକ୍ତ ପାଇଛନ୍ତି କିନ୍ନର ପୂଜା। ଜଣେ ଥାର୍ଡ ଜେଣ୍ଡର ଭାବେ ସରକାରି କାର୍ଯ୍ୟାଳୟରେ ନିଯୁକ୍ତି ପାଇବା ଏହା ପ୍ରଥମ। ଏହି ସଫଳତା ପାଇଁ ପୂଜାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
