Advertisment

ପୂଜା କିନ୍ନର ଏବେ ସପୋଟିଙ୍ଗ ଷ୍ଟାଫ

କିନ୍ନର ହେଲେ ବି କିଛି କମ୍ ନୁହଁନ୍ତି ।  ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦ ରେ ଡେ-ଏନୟୁଏଲଏମ ବିଭାଗର ସିଟି ମିଶନ ମେନେଜମେନ୍ଟ ରେ ସୋପୋଟିଙ୍ଗ ଷ୍ଟାପ ଭାବରେ  ନିଯୁକ୍ତ ପାଇଛନ୍ତି କିନ୍ନର ପୂଜା। ଜଣେ ଥାର୍ଡ ଜେଣ୍ଡର ଭାବେ ସରକାରି କାର୍ଯ୍ୟାଳୟରେ ନିଯୁକ୍ତି ପାଇବା ଏହା ପ୍ରଥମ। ଏହି ସଫଳତା ପାଇଁ ପୂଜାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ପୂଜା କିନ୍ନର ଏବେ ସପୋଟିଙ୍ଗ ଷ୍ଟାଫ

kkkkk

Advertisment

କିନ୍ନର ହେଲେ ବି କିଛି କମ୍ ନୁହଁନ୍ତି ।  ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦ ରେ ଡେ-ଏନୟୁଏଲଏମ ବିଭାଗର ସିଟି ମିଶନ ମେନେଜମେନ୍ଟ ରେ ସୋପୋଟିଙ୍ଗ ଷ୍ଟାପ ଭାବରେ  ନିଯୁକ୍ତ ପାଇଛନ୍ତି କିନ୍ନର ପୂଜା। ଜଣେ ଥାର୍ଡ ଜେଣ୍ଡର ଭାବେ ସରକାରି କାର୍ଯ୍ୟାଳୟରେ ନିଯୁକ୍ତି ପାଇବା ଏହା ପ୍ରଥମ। ଏହି ସଫଳତା ପାଇଁ ପୂଜାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment

Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe