ମଦ ସାଙ୍ଗେ କୁକୁଡ଼ା ଫ୍ରୀ

ତେଲେଙ୍ଗାନାରେ ଟିଆରଏସ୍ ନେତା ରାଜାନାଲା ଶ୍ରୀହରି ଲୋକମାନଙ୍କୁ ମଦ ଏବଂ ତାସହ କୁକୁଡ଼ା ବାଣ୍ଟୁଥିବାର ନଜରକୁ ଆସିଛି।