/odisha-reporter/media/post_attachments/uploads/2023/01/bhagaban.jpg)
bhagaban
ଭିଡ଼ିକି ଆଣିଲେ। ତଳେ ପକାଇ ଗୋଇଠା ବିଧା କୋରି ପକାଇଲେ। ସରକାରୀ ପୋଜିସନ ପାଇଛ ବୋଲି କଣ ଅମଣିଷ ହୋଇଯିବ! ଯଦିଓ ଦୃଶ୍ୟ ସମ୍ପୂର୍ଣ୍ଣ ଦେଖାଇବାରେ କିଛି କଟକଣା ରହିଛି ହେଲେ ଏଇ କିଛି ଦୃଶ୍ୟ ହିଁ ବଖାଣି ଦେଉଛି ପାୱାର ଓ ପୋଜିସନରେ ଅନ୍ଧ ମଣିଷ କିଭଳି ହରାଏ ହିତାହିତ ଜ୍ଞାନ।
Advertisment
/odisha-reporter/media/post_attachments/uploads/2023/01/bhagaban.jpg)
bhagaban