Advertisment

ଯାତ୍ରୀଙ୍କୁ ଗୋଇଠା ମାରିଲେ, ଭଗବାନ ସହିଲେନି

ଭିଡ଼ିକି ଆଣିଲେ। ତଳେ ପକାଇ ଗୋଇଠା ବିଧା କୋରି ପକାଇଲେ। ସରକାରୀ ପୋଜିସନ ପାଇଛ ବୋଲି କଣ ଅମଣିଷ ହୋଇଯିବ! ଯଦିଓ ଦୃଶ୍ୟ ସମ୍ପୂର୍ଣ୍ଣ ଦେଖାଇବାରେ କିଛି କଟକଣା ରହିଛି ହେଲେ ଏଇ କିଛି ଦୃଶ୍ୟ ହିଁ ବଖାଣି ଦେଉଛି ପାୱାର ଓ ପୋଜିସନରେ ଅନ୍ଧ ମଣିଷ କିଭଳି ହରାଏ ହିତାହିତ ଜ୍ଞାନ।

ଯାତ୍ରୀଙ୍କୁ ଗୋଇଠା ମାରିଲେ, ଭଗବାନ ସହିଲେନି

bhagaban

Advertisment

ଭିଡ଼ିକି ଆଣିଲେ। ତଳେ ପକାଇ ଗୋଇଠା ବିଧା କୋରି ପକାଇଲେ। ସରକାରୀ ପୋଜିସନ ପାଇଛ ବୋଲି କଣ ଅମଣିଷ ହୋଇଯିବ! ଯଦିଓ ଦୃଶ୍ୟ ସମ୍ପୂର୍ଣ୍ଣ ଦେଖାଇବାରେ କିଛି କଟକଣା ରହିଛି ହେଲେ ଏଇ କିଛି ଦୃଶ୍ୟ ହିଁ ବଖାଣି ଦେଉଛି ପାୱାର ଓ ପୋଜିସନରେ ଅନ୍ଧ ମଣିଷ କିଭଳି ହରାଏ ହିତାହିତ ଜ୍ଞାନ।

Advertisment

Railway Tte Suspended Tte
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe