ରାଷ୍ଟ୍ରପତି ଭବନ ବାସିଲା ତୁଳସୀ ତୁଳସୀ…

ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି ଭବନା। ଏହି ଯାତ୍ରା ହେଉଛି ଜଣେ ବୟସ୍କ ମହିଳାଙ୍କର। ନାଁ- ତୁଳସୀ ଗୌଡ଼ା। ଘର କର୍ଣ୍ଣାଟକ ଅଙ୍କୋଲା ଜିଲ୍ଲାରେ। ଖାଲି ପାଦ ଓ ଦେହରେ ପାରମ୍ପରିକ ଆଦିବାସୀ ପରିପାଟି। ଏଭଳି ଭାବରେ ଯେତେବେଳେ ସେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ।