Advertisment

ରାଷ୍ଟ୍ରପତି ଭବନ ବାସିଲା ତୁଳସୀ ତୁଳସୀ…

ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି ଭବନା। ଏହି ଯାତ୍ରା ହେଉଛି ଜଣେ ବୟସ୍କ ମହିଳାଙ୍କର। ନାଁ- ତୁଳସୀ ଗୌଡ଼ା। ଘର କର୍ଣ୍ଣାଟକ ଅଙ୍କୋଲା ଜିଲ୍ଲାରେ। ଖାଲି ପାଦ ଓ ଦେହରେ ପାରମ୍ପରିକ ଆଦିବାସୀ ପରିପାଟି। ଏଭଳି ଭାବରେ ଯେତେବେଳେ ସେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ।

ଅଦ୍ୟତନ ହୋଇଛି
ରାଷ୍ଟ୍ରପତି ଭବନ ବାସିଲା ତୁଳସୀ ତୁଳସୀ…

maxresdefault (20) (1)

Advertisment

ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି ଭବନା। ଏହି ଯାତ୍ରା ହେଉଛି ଜଣେ ବୟସ୍କ ମହିଳାଙ୍କର। ନାଁ- ତୁଳସୀ ଗୌଡ଼ା। ଘର କର୍ଣ୍ଣାଟକ ଅଙ୍କୋଲା ଜିଲ୍ଲାରେ। ଖାଲି ପାଦ ଓ ଦେହରେ ପାରମ୍ପରିକ ଆଦିବାସୀ ପରିପାଟି। ଏଭଳି ଭାବରେ ଯେତେବେଳେ ସେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ।

Advertisment

Odisha Odisha Reporter Padmashree Award Tulasi Gaouda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe