Advertisment

କାର୍ ଭିତରେ ସୁଡ଼ଙ୍ଗ!

ଟାଙ୍ଗି ଟୋଲଗେଟରେ ଗଞ୍ଜେଇ ଯାଞ୍ଚ କରୁଥିଲା ଅବକାରୀ ସ୍କ୍ୱାଡ୍। ଗଞ୍ଜେଇ ତ ମିଳିଲାନି। ମିଳିଲା କ୍ୱିଣ୍ଟାଲରୁ ଅଧିକ ରୂପା ଇଟା ଆଉ ୧୪ ଲକ୍ଷ ଟଙ୍କା। ଗାଡ଼ି ଭିତରେ ସିକ୍ରେଟ୍ ଚାମ୍ୱର କରି ଏହି ରୂପା ଇଟା ଆଉ ବିଡ଼ାବିଡ଼ା ଟଙ୍କା ଲୁଚେଇ ରଖିଥିଲେ ଅଭିଯୁକ୍ତ। ତେବେ ଗାଡ଼ିଟି ଆସ୍କାରୁ ପଞ୍ଚିମବଙ୍ଗର ଖଡ଼ଗପୁରକୁ ଯାଉଥିଲା। ଏହା ସହ ଦୁଇ ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ। ଜିଏସଟି ବିଭାଗର ଅଫିସର ଆସି ଅଧିକ ତଦନ୍ତ କରୁଛନ୍ତି।

କାର୍ ଭିତରେ ସୁଡ଼ଙ୍ଗ!

car

Secret Silver Cannabis Tunnel Inside Car Silver Bricks
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe