ଦୁଇ ଛୁଆଙ୍କ ଗୁଗୁଳୁ ଗୁଗୁଳୁ କଥାରେ ପୁରୀ ଉଠୁଥିଲା ଘର। କିନ୍ତୁ ଆଜି ନିରବି ଯାଇଛି ସେଇ କଅଁଳ ସ୍ବର, କୁନି କୁନି ଆଖି ଦୁଇଟା ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ସବୁଦିନ ପରି ରବିବାର ରାତିରେ ବି ରମ୍ଭା ଥାନା ଅର୍ନ୍ତଗତ ଗଡହୁମା ଗାଁର ମା ସୁନିତା ମହାରଣା , ପୁଅ ରୁଦ୍ର ମହାରଣା ଏବଂ ଝିଅ ସିମରଣ ମହାରଣା ଖାଇସାରିବା ପରେ ଶୋଇଥିଲେ। ରାତ୍ରୀଭୋଜନରେ ସମସ୍ତେ ଭାତ ସହ ମାଛ ତରକାରୀ ଖାଇବା ପରେ କ୍ଷୀର ପିଇଥିଲେ। ହେଲେ ହଠାତ ବାନ୍ତି ଆରମ୍ଭ ହୋଇଯାଇଥିଲା। ଶେଷରେ ଆଖି ବୁଝି ଦେଲେ ଶିଶୁ ଦୁଇ।
https://youtu.be/rSHlc9f-5_E
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
National
ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର; ଟଳିଲେ ୧୦ ନକ୍ସଲ
ଛତିଶଗଡ଼ର ସୁକମା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆଜି ୧୦ ନକ୍ସଲ ନିପାତ ହୋଇଛନ୍ତି।
National
ବ୍ୟବଚ୍ଛେଦ ପରେ ଚିତାରେ ହଲଚଲ ହେଲା ମୃତଦେହ, ୩ ଡାକ୍ତର ସସ୍ପେଣ୍ଡ
ମୃତଦେହକୁ ଡିପ୍ ଫ୍ରିଜରେ ରଖାଯିବା ପରେ ନିଆଗଲା ଶ୍ମଶାନ । ମାତ୍ର ସେଠାରେ ଚିତା ଉପରେ ଶୋଇଥିବା ମୃତକଙ୍କର ହଠାତ୍ ଶ୍ୱାସ ପ୍ରଶ୍ୱାସ ଚାଲିଲା ଓ ଦେହରେ ହଲଚଲ ଦେଖାଗଲା। ଶେଷରେ ଚିତାରୁ ଉଠାଇ ଆଣି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍, ତା’ ପରେ...
ଭାରତୀୟ ନୌସେନା ଜାହାଜ ସହ ପିଟି ହେଲା ମାଛଧରା ବୋଟ୍ । ଗୋଆ ସମୁଦ୍ର କୂଳରୁ ୭୦ କିମି ସମୁଦ୍ର ମଝିରେ ଗତ ସନ୍ଧ୍ୟାରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।