Advertisment

କୋଳରେ ଛୁଆଙ୍କ ଶବ କାନ୍ଦୁଛି ମା'

ଦୁଇ ଛୁଆଙ୍କ ଗୁଗୁଳୁ ଗୁଗୁଳୁ କଥାରେ ପୁରୀ ଉଠୁଥିଲା ଘର। କିନ୍ତୁ ଆଜି ନିରବି ଯାଇଛି ସେଇ କଅଁଳ ସ୍ବର, କୁନି କୁନି ଆଖି ଦୁଇଟା ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ସବୁଦିନ ପରି ରବିବାର ରାତିରେ ବି ରମ୍ଭା ଥାନା ଅର୍ନ୍ତଗତ ଗଡହୁମା ଗାଁର ମା ସୁନିତା ମହାରଣା , ପୁଅ ରୁଦ୍ର ମହାରଣା ଏବଂ ଝିଅ ସିମରଣ ମହାରଣା ଖାଇସାରିବା ପରେ ଶୋଇଥିଲେ। ରାତ୍ରୀଭୋଜନରେ ସମସ୍ତେ ଭାତ ସହ ମାଛ ତରକାରୀ ଖାଇବା ପରେ […]

କୋଳରେ ଛୁଆଙ୍କ ଶବ କାନ୍ଦୁଛି ମା'

page

Advertisment

ଦୁଇ ଛୁଆଙ୍କ ଗୁଗୁଳୁ ଗୁଗୁଳୁ କଥାରେ ପୁରୀ ଉଠୁଥିଲା ଘର। କିନ୍ତୁ ଆଜି ନିରବି ଯାଇଛି ସେଇ କଅଁଳ ସ୍ବର, କୁନି କୁନି ଆଖି ଦୁଇଟା ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ସବୁଦିନ ପରି ରବିବାର ରାତିରେ ବି ରମ୍ଭା ଥାନା ଅର୍ନ୍ତଗତ ଗଡହୁମା ଗାଁର ମା ସୁନିତା ମହାରଣା , ପୁଅ ରୁଦ୍ର ମହାରଣା ଏବଂ ଝିଅ ସିମରଣ ମହାରଣା ଖାଇସାରିବା ପରେ ଶୋଇଥିଲେ। ରାତ୍ରୀଭୋଜନରେ ସମସ୍ତେ ଭାତ ସହ ମାଛ ତରକାରୀ ଖାଇବା ପରେ କ୍ଷୀର ପିଇଥିଲେ। ହେଲେ ହଠାତ ବାନ୍ତି ଆରମ୍ଭ ହୋଇଯାଇଥିଲା। ଶେଷରେ ଆଖି ବୁଝି ଦେଲେ ଶିଶୁ ଦୁଇ।

Advertisment

Odisha Reporter Berhampur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe