Advertisment

ପାଗ ଭିଡୁଛନ୍ତି ମୁଖ୍ୟମନ୍ତ୍ରୀ, ହୁଗୁଳା କରୁଛନ୍ତି ମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ପଶ୍ଚିମ ଓଡିଶା ଗସ୍ତ। ଜାଗା ଜାଗାରେ ସଭା ସମିତି । ମାଳ ମାଳ ମନ୍ତ୍ରୀଙ୍କୁ ଧରି ପଶ୍ଚିମ ଓଡିଶା ଦଖଲ ଆଶାରେ ଥିଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟି ଲୋକଙ୍କ ମନରେ ଜନ୍ମାଇଥିଲେ ବିଶ୍ବାସ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ମୂଳଦୁଆ ପକାଇଥିଲେ ମୁଖିଆ। ମୁଖ୍ୟମନ୍ତ୍ରୀଙ୍କ ସବୁ ପରିଶ୍ରମକୁ ଭଣ୍ଡୁର କରି ଦେଲେ ମନ୍ତ୍ରୀ ଦିବ୍ୟଶଙ୍କର ।

maxresdefault (11) (1)

Odisha Odisha Reporter Naveen Patnaik Mamita Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe