ପାନେ ଲେଖାଏଁ ପାଇଲେ ଦୁଇ ମନ୍ତ୍ରୀ

ନେତାଙ୍କୁ ଘେରିଲେ ଜନତା! ଦୁଇ ମନ୍ତ୍ରୀ ହେଲେ ହଟହଟା। ଅତନୁଙ୍କ ଗାଡ଼ି ଅଟକାଇଲେ ମହିଳା! ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଳା ପତାକା ପ୍ରଦର୍ଶନ।