ଖଗେଶ୍ୱରଙ୍କ ସହ ଦୁଇ ମନ୍ତ୍ରୀଙ୍କ ଲିଙ୍କ୍‌!

ଡିକୋଡ୍ ହେବ ଅର୍ଚ୍ଚନା ଲିଙ୍କ ଗୁମର। ରିମାଣ୍ଡରେ ଖଗେଶ୍ୱରଙ୍କ ଖୋଳପା କାଢ଼ୁଛି ଇଡି। କୋଟି କୋଟି ଟଙ୍କା କାରବାରରେ ଦୁଇ ମନ୍ତ୍ରୀଙ୍କ ନାଁ ଆସୁଥିବା ସୂଚନା ମିଳିଛି।