Advertisment

୮ ବର୍ଷ ପରେ ଆସାମୀଙ୍କୁ ଫାଶୀ

୨୦୧୪ ମସିହା ଅଗଷ୍ଟ ୨୧ତାରିଖରେ ଜଣେ ୮ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ଯେଉଁ ଘଟଣାକୁ ନେଇ କେବଳ ଜଗତସିଂହପୁର ନୁହେଁ ସାରା ଓଡ଼ିଶା ଉଠିଲା ପଡ଼ିଲା। ବିଳମ୍ବରେ ହେଲେ ବି ଦୁଇ ଆସାମୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଜଣେ ୮ ବର୍ଷର କୁନି ଝିଅ ଦୋକାନାରୁ ଚକୋଲେଟ କିଣି ଫେରିବା ବେଳେ ତାକୁ ଅଭିଯୁକ୍ତମାନେ ଅପହରଣ କରିଥିଲେ। ପରେ ଦୁଷ୍କର୍ମ କରି […]

author-image
Debendra Prusty
୮ ବର୍ଷ ପରେ ଆସାମୀଙ୍କୁ ଫାଶୀ

rape

୨୦୧୪ ମସିହା ଅଗଷ୍ଟ ୨୧ତାରିଖରେ ଜଣେ ୮ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ଯେଉଁ ଘଟଣାକୁ ନେଇ କେବଳ ଜଗତସିଂହପୁର ନୁହେଁ ସାରା ଓଡ଼ିଶା ଉଠିଲା ପଡ଼ିଲା। ବିଳମ୍ବରେ ହେଲେ ବି ଦୁଇ ଆସାମୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଜଣେ ୮ ବର୍ଷର କୁନି ଝିଅ ଦୋକାନାରୁ ଚକୋଲେଟ କିଣି ଫେରିବା ବେଳେ ତାକୁ ଅଭିଯୁକ୍ତମାନେ ଅପହରଣ କରିଥିଲେ। ପରେ ଦୁଷ୍କର୍ମ କରି ତାକୁ ହତ୍ୟା କରି ଫିଙ୍ଗି ଦେଇଥିଲେ।

Advertisment

Death Sentence Jagatsinghpur Rapist Rapist