Advertisment

ବାହା ହେବା ପାଇଁ ପଞ୍ଚାୟତରେ ପଡ଼ିଲା ଟସ୍ |

କିଏ ଜିତିଲା ଟସ୍ କାହାକୁ ବାହାହେଲା ପୁଅ? । ଚର୍ଚ୍ଚାରେ କର୍ଣ୍ଣାଟକର ତ୍ରିକୋଣୀୟ ପ୍ରେମ କାହାଣୀ । କର୍ଣ୍ଣାଟକ ହସନ୍ ଜିଲ୍ଲାର ଶକଲେସ୍-ପୁର ଗାଁର 27ବର୍ଷର ଜଣେ ପୁଅ, ପଡୋଶୀ ଗାଁର 20 ବର୍ଷର ଜଣେ ଝିଅକୁ ଭଲ ପାଉଥିଲେ। ଦୁହେଁ ଦୁହିଁଙ୍କୁ ଦେଖା କରୁଥିଲେ, ସମୟ କାଟୁଥିଲେ। କିଛି ମାସ ବିତିବା ଭିତରେ ସେଇ ପୁଅ ଆଉ ଜଣେ ଝିଅଙ୍କ ସମ୍ପର୍କରେ ଆସିଥିଲେ।

ଅଦ୍ୟତନ ହୋଇଛି
ବାହା ହେବା ପାଇଁ ପଞ୍ଚାୟତରେ ପଡ଼ିଲା ଟସ୍ |

maxresdefault (4)

Advertisment

କିଏ ଜିତିଲା ଟସ୍ କାହାକୁ ବାହାହେଲା ପୁଅ? । ଚର୍ଚ୍ଚାରେ କର୍ଣ୍ଣାଟକର ତ୍ରିକୋଣୀୟ ପ୍ରେମ କାହାଣୀ । କର୍ଣ୍ଣାଟକ ହସନ୍ ଜିଲ୍ଲାର ଶକଲେସ୍-ପୁର ଗାଁର 27ବର୍ଷର ଜଣେ ପୁଅ, ପଡୋଶୀ ଗାଁର 20 ବର୍ଷର ଜଣେ ଝିଅକୁ ଭଲ ପାଉଥିଲେ। ଦୁହେଁ ଦୁହିଁଙ୍କୁ ଦେଖା କରୁଥିଲେ, ସମୟ କାଟୁଥିଲେ। କିଛି ମାସ ବିତିବା ଭିତରେ ସେଇ ପୁଅ ଆଉ ଜଣେ ଝିଅଙ୍କ ସମ୍ପର୍କରେ ଆସିଥିଲେ।

Advertisment

Odisha Odisha Reporter Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe