ଦେଶ news ରାଷ୍ଟ୍ରପତିଙ୍କ ଗାଡ଼ିକୁ ପଛରୁ ପିଟିଲା କାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବୁଧବାର ରାତିରେ ଜେଲେନ୍ସ୍କି ରାଜଧାନୀ ସହର କିଭ୍ରେ ଯାଉଥିବାବେଳେ ଗୋଟିଏ କାର୍ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଉଥିଲା। ଏହାସହ କାରକେଡ୍କୁ ମଧ୍ୟ ଧକ୍କା ଦେଇଥିଲା। Debendra Prusty 16 Sep 2022 10:50 IST ukraineୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବୁଧବାର ରାତିରେ ଜେଲେନ୍ସ୍କି ରାଜଧାନୀ ସହର କିଭ୍ରେ ଯାଉଥିବାବେଳେ ଗୋଟିଏ କାର୍ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଉଥିଲା। ଏହାସହ କାରକେଡ୍କୁ ମଧ୍ୟ ଧକ୍କା ଦେଇଥିଲା।Advertisment Odisha Reporter Ukraine President Car Accident Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ