Advertisment

ରାଷ୍ଟ୍ରପତିଙ୍କ ଗାଡ଼ିକୁ ପଛରୁ ପିଟିଲା କାର

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍‌କିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବୁଧବାର ରାତିରେ ଜେଲେନ୍‌ସ୍କି ରାଜଧାନୀ ସହର କିଭ୍‌ରେ ଯାଉଥିବାବେଳେ ଗୋଟିଏ କାର୍‌ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଉଥିଲା। ଏହାସହ କାରକେଡ୍‌କୁ ମଧ୍ୟ ଧକ୍କା ଦେଇଥିଲା।

ରାଷ୍ଟ୍ରପତିଙ୍କ ଗାଡ଼ିକୁ ପଛରୁ ପିଟିଲା କାର

ukraine

Advertisment

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍‌କିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବୁଧବାର ରାତିରେ ଜେଲେନ୍‌ସ୍କି ରାଜଧାନୀ ସହର କିଭ୍‌ରେ ଯାଉଥିବାବେଳେ ଗୋଟିଏ କାର୍‌ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଉଥିଲା। ଏହାସହ କାରକେଡ୍‌କୁ ମଧ୍ୟ ଧକ୍କା ଦେଇଥିଲା।

Advertisment

Odisha Reporter Ukraine President Car Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe