Advertisment

ମାମୁଙ୍କୁ କାଉଣ୍ଟର ପାଇଁ ଭଣଜା ରେଡି

ଧାମନଗରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ। ବର୍ତ୍ତମାନ ଧାମନଗର ସଂରକ୍ଷିତ ଆସନ ହେବା ପରେ ସେ ଆଉ ଏହି ଆସନରୁ ନିର୍ବାଚନ ଲଢୁନାହାଁନ୍ତି। ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏଠାରେ ହେଉଥିବା ଉପ ନିର୍ବାଚନରେ ସେ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି। ଏଣେ ବିଜେଡିର ପ୍ରଚାର ସେନାରେ ଅଛନ୍ତି ତାଙ୍କ ଭଣଜା ପ୍ରୀତିରଞ୍ଜନ ଘଡ଼ାଇ। ସେ ଏବେ ମନ୍ତ୍ରୀ। ତେଣୁ ଧାମନଗରରେ ମାମୁଁ-ଭଣଜା ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ।

ମାମୁଙ୍କୁ କାଉଣ୍ଟର ପାଇଁ ଭଣଜା ରେଡି

ghadai

Naveen Patnaik Dhamnagar Manmohan Samal Pritiranjan Ghadai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe