/odisha-reporter/media/post_attachments/uploads/2022/07/certificate.jpg)
certificate
ଚାକିରି ନପାଇ ସାର୍ଟିଫିକେଟ୍ ବିକ୍ରି ପାଇଁ ସୋସିଆଲ ମିଡିଆର ସାହାରା ନେଲେ ମେଧାବୀ ଛାତ୍ର ବିଶ୍ଵନାଥ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ଈଚ୍ଛାବତୀଗୁଡ଼ା ସାହିରେ। ଶିକ୍ଷକତା କରିବା ପାଇଁ ସେ ସମସ୍ତ ପ୍ରକାର ଯୋଗ୍ୟତା ହାସଲ ପରେ ମଧ୍ୟ ଚାକିରି ନ ପାଇ ଚିନ୍ତାରେ ବିଶ୍ଵନାଥ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
