Advertisment

ଅସନ୍ତୋଷକୁ ଚାପିବା ପାଇଁ ବିଜୁ ଯୁବ ଜନତା ଦଳର ନବକଳେବର !

ଦଳ ଭିତରେ ଥିବା ଅସନ୍ତୋଷକୁ ଚାପିବା ପାଇଁ ବିଜୁ ଯୁବ ଜନତା ଦଳର ନବକଳେବର କରାଯାଇଥିବା ଚର୍ଚ୍ଚା ହେଉଛି। ପ୍ରଥମ ଥର ପାଇଁ ଏକ ଜୁମ୍ୱୋ ଟିମ୍ କୁ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟରେ ଏବେ ବଢିଚାଲିଛି ବେକାରୀ ସମସ୍ୟା। ଦିନକୁ ଦିନ ରୋଜଗାର ହରାଉଛନ୍ତି ଯୁବପୀଢି।

author-image
Sonali Kabi
ଅସନ୍ତୋଷକୁ ଚାପିବା ପାଇଁ ବିଜୁ ଯୁବ ଜନତା ଦଳର ନବକଳେବର !

jombo

ଦଳ ଭିତରେ ଥିବା ଅସନ୍ତୋଷକୁ ଚାପିବା ପାଇଁ ବିଜୁ ଯୁବ ଜନତା ଦଳର ନବକଳେବର କରାଯାଇଥିବା ଚର୍ଚ୍ଚା ହେଉଛି। ପ୍ରଥମ ଥର ପାଇଁ ଏକ ଜୁମ୍ୱୋ ଟିମ୍ କୁ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟରେ ଏବେ ବଢିଚାଲିଛି ବେକାରୀ ସମସ୍ୟା। ଦିନକୁ ଦିନ ରୋଜଗାର ହରାଉଛନ୍ତି ଯୁବପୀଢି।

Advertisment

BjD Naveen Patanaik