Advertisment

ନବୀନଙ୍କ ପରେ ଅପରାଜିତା

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏମଆଇଟି ୟୁନିଭର୍ସିଟି ବେଷ୍ଟ ଆଡମିନଷ୍ଟ୍ରେଟର ପୁରସ୍କାର ଦେଇଥିଲା। ଆଉ ଏବେ ଉକ୍ତ ସଂସ୍ଥା ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କୁ ଉକ୍ତ ସନ୍ଥ ସମ୍ମାନିତ କରିବାକୁ ଯାଉଛି। ସମ୍ମାନଜନକ ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ସାଂସଦଙ୍କୁ ମିଳିବ ।ଏଥିସହିତ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯିବ ।ଏନେଇ ବିଶ୍ୱବିଦ୍ୟାଳୟ ତରଫରୁ ସାଂସଦଙ୍କୁ ଅବଗତ କରାଯାଇଛି।

author-image
Manasi Mohapatra
ନବୀନଙ୍କ ପରେ ଅପରାଜିତା

maxresdefault (16) (1)

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏମଆଇଟି ୟୁନିଭର୍ସିଟି ବେଷ୍ଟ ଆଡମିନଷ୍ଟ୍ରେଟର ପୁରସ୍କାର ଦେଇଥିଲା। ଆଉ ଏବେ ଉକ୍ତ ସଂସ୍ଥା ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କୁ ଉକ୍ତ ସନ୍ଥ ସମ୍ମାନିତ କରିବାକୁ ଯାଉଛି। ସମ୍ମାନଜନକ ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ସାଂସଦଙ୍କୁ ମିଳିବ ।ଏଥିସହିତ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯିବ ।ଏନେଇ ବିଶ୍ୱବିଦ୍ୟାଳୟ ତରଫରୁ ସାଂସଦଙ୍କୁ ଅବଗତ କରାଯାଇଛି।

Advertisment

Odisha Odisha Reporter Naveen Patnaik Aparajita Sarangi