ରାତିରେ ଆସୁଛି, ମଣିଷ ଦେହରୁ ମାଂସ ନେଇ ପଳଉଛି

ଏଭଳି କିଛି ଆଶ୍ଚର୍ଯ୍ୟଜନକ ଅଭିଯୋଗ କରୁଛନ୍ତି ସୁନ୍ଦରଗଡ଼ ବନାଞ୍ଚଳ ସଲଙ୍ଗାବୁଡ଼ବାସୀ। ଲୋକଙ୍କୁ କଲବଲ କରୁଛି ଏ ଅଜଣା ଜନ୍ତୁ। ଘରେ ପଶି ଥିବା ଲୋକଙ୍କୁ କାମୁଡି କରୁଛି ରକ୍ତାକ୍ତ। କିନ୍ତୁ ଏ ଜନ୍ତୁର ନାଁ କଣ ଜଣାପଡୁନି। କେହି କେହି ପାଗଳ ବିଲୁଆ କହୁଛନ୍ତି।