ଦେଶ news ରାତିରେ ଆସୁଛି, ମଣିଷ ଦେହରୁ ମାଂସ ନେଇ ପଳଉଛି ଏଭଳି କିଛି ଆଶ୍ଚର୍ଯ୍ୟଜନକ ଅଭିଯୋଗ କରୁଛନ୍ତି ସୁନ୍ଦରଗଡ଼ ବନାଞ୍ଚଳ ସଲଙ୍ଗାବୁଡ଼ବାସୀ। ଲୋକଙ୍କୁ କଲବଲ କରୁଛି ଏ ଅଜଣା ଜନ୍ତୁ। ଘରେ ପଶି ଥିବା ଲୋକଙ୍କୁ କାମୁଡି କରୁଛି ରକ୍ତାକ୍ତ। କିନ୍ତୁ ଏ ଜନ୍ତୁର ନାଁ କଣ ଜଣାପଡୁନି। କେହି କେହି ପାଗଳ ବିଲୁଆ କହୁଛନ୍ତି। Debendra Prusty 13 Sep 2022 11:48 IST ଅଦ୍ୟତନ ହୋଇଛି 13 Sep 2022 11:49 IST biluaଏଭଳି କିଛି ଆଶ୍ଚର୍ଯ୍ୟଜନକ ଅଭିଯୋଗ କରୁଛନ୍ତି ସୁନ୍ଦରଗଡ଼ ବନାଞ୍ଚଳ ସଲଙ୍ଗାବୁଡ଼ବାସୀ। ଲୋକଙ୍କୁ କଲବଲ କରୁଛି ଏ ଅଜଣା ଜନ୍ତୁ। ଘରେ ପଶି ଥିବା ଲୋକଙ୍କୁ କାମୁଡି କରୁଛି ରକ୍ତାକ୍ତ। କିନ୍ତୁ ଏ ଜନ୍ତୁର ନାଁ କଣ ଜଣାପଡୁନି। କେହି କେହି ପାଗଳ ବିଲୁଆ କହୁଛନ୍ତି।Advertisment Eating Human Flesh Night Attack Unknown Animal Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ