ଅଦ୍ୟତନ ହୋଇଛି
bilua
Advertisment
ଏଭଳି କିଛି ଆଶ୍ଚର୍ଯ୍ୟଜନକ ଅଭିଯୋଗ କରୁଛନ୍ତି ସୁନ୍ଦରଗଡ଼ ବନାଞ୍ଚଳ ସଲଙ୍ଗାବୁଡ଼ବାସୀ। ଲୋକଙ୍କୁ କଲବଲ କରୁଛି ଏ ଅଜଣା ଜନ୍ତୁ। ଘରେ ପଶି ଥିବା ଲୋକଙ୍କୁ କାମୁଡି କରୁଛି ରକ୍ତାକ୍ତ। କିନ୍ତୁ ଏ ଜନ୍ତୁର ନାଁ କଣ ଜଣାପଡୁନି। କେହି କେହି ପାଗଳ ବିଲୁଆ କହୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/bilua.jpg)