Advertisment

'ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଉ'

ଓଡିଶାରେ ମା’ ଓ ଭଉଣି ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କଳାହାଣ୍ଡି ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଏଭଳି କିଛି ଅଭିଯୋଗ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲାା ମୁଖ୍ୟ ଅଭିଯୁକ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ମହାଲିଙ୍ଗ କଲେଜ ନାଁରେ ସାଂଘାତିକ ଓ ସଙ୍ଗୀନ ଅଭିଯୋଗ ଲାଗିଛି ।ଦେଖନ୍ତୁ ରିପୋର୍ଟ

author-image
Manasi Mohapatra
ଅଦ୍ୟତନ ହୋଇଛି
'ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଉ'

maxresdefault (22) (1)

ଓଡିଶାରେ ମା' ଓ ଭଉଣି ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କଳାହାଣ୍ଡି ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଏଭଳି କିଛି ଅଭିଯୋଗ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲାା ମୁଖ୍ୟ ଅଭିଯୁକ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ମହାଲିଙ୍ଗ କଲେଜ ନାଁରେ ସାଂଘାତିକ ଓ ସଙ୍ଗୀନ ଅଭିଯୋଗ ଲାଗିଛି ।ଦେଖନ୍ତୁ ରିପୋର୍ଟ

Advertisment

Mamita Case Naveen Patnaik Mahaling Mamita Murder Case