ତପସ୍ବିନୀ ଏବେ ଶ୍ବଶୁର ଘର ବାରଣ୍ଡରେ ରହୁଛନ୍ତି । କୋର୍ଟର ଆଦେଶ ଯାହା ହେଉନା କାହିଁକି ନ୍ୟାୟ ପାଇଁ ସେ ସେଠାରେ ରହୁଛନ୍ତି , ଏକା ଜିଦ୍ ତପସ୍ବିନୀଙ୍କର, ସେ ତାଙ୍କ ଶ୍ବଶୁର ଘରେ ରହିବେ । କୋର୍ଟଙ୍କ ଠାରୁ ସେ କି ନ୍ୟାୟ ପାଇଲେ ? ସେପଟେ ଶୁଣାଣୀ ଘୁଞ୍ଚିଛି ଆସନ୍ତା 27 ତାରିଖକୁ
https://www.youtube.com/watch?v=T9xKte__jgw
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାଙ୍ଗଙ୍କୁ ଦେଲେ ବିବାହ ଗିଫ୍ଟ, ପରେ ଷ୍ଟେଜ ଉପରେ ହିଁ ଟଳି ପଡ଼ିଲେ ଯୁବକ
ଷ୍ଟେଜ ଉପରେ ବରକନିଆଙ୍କୁ ଗିଫ୍ଟ ଦେଲେ। ମାତ୍ର ତା’ ପରେ ବିଗିଡ଼ିଗଲା ଅବସ୍ଥା। ହେଲେ ଛାତିରେ ଯନ୍ତ୍ରଣା ଓ ଷ୍ଟେଜ ଉପରେ ହିଁ ଟଳି ପଡ଼ିଲେ ଯୁବକ ।
National
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କିଏ ହାତେଇବ ଶାସନ ଗାଦି? କାଲି ଆସିବ ଫଳାଫଳ
ମହାରାଷ୍ଟ୍ରରେ ମରାଠି ଅସ୍ମିତା ବନାମ ଧର୍ମ ଯୁଦ୍ଧକୁ ନେଇ ନିର୍ବାଚନ ଲଢାଯାଇଥିବା ବେଳେ ଝାଡ଼ଖଣ୍ଡରେ ଆଦିବାସୀଙ୍କ ହକ, ଅନୁପ୍ରବେଶକୁ ମୁଦ୍ଦା କରି ନିର୍ବାଚନ ଲଢିଥିବା ନେତା ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହିଁ ରହିଛନ୍ତି ।
National
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା
ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଶୁଶାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ। ଶୁଣାଣିରେ ସାମୟିକ ରୋକ୍ ଲଗାଇବା ପାଇଁ କେଜ୍ରିୱାଲଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଇଥିଲା।
National
ଆଦାନୀ ଗ୍ରୁପକୁ ବଡ଼ ଝଟକା: ୭୩୬ ମିଲିୟନ ଡଲାରର ଡିଲ୍ ବାତିଲ କଲା ଏହି ଦେଶ
ଆଦାନୀ ଗ୍ରୁପ ସହ ୭୩୬ ମିଲିୟନ ଡଲାରର ଡିଲକୁ ବାତିଲ କରିଛି କେନିୟା।
Politics
ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ବେଳେ କଟିଲା ବିଜୁଳି, ବିଜେପି କହିଲା- ଜୟରାମ କାଢ଼ିଥିଲେ ପ୍ଲଗ
ମାଇକ ବନ୍ଦ ହୋଇଯିବାରୁ ରାହୁଲ ଗାନ୍ଧି ଏଥିପାଇଁ ଆଦାନୀ ପାୱାର ଓ ମୋଦି ପାୱାର କଥା କହି କଟାକ୍ଷ କରିଥିଲେ।