ତପସ୍ବିନୀ ଏବେ ଶ୍ବଶୁର ଘର ବାରଣ୍ଡରେ ରହୁଛନ୍ତି । କୋର୍ଟର ଆଦେଶ ଯାହା ହେଉନା କାହିଁକି ନ୍ୟାୟ ପାଇଁ ସେ ସେଠାରେ ରହୁଛନ୍ତି , ଏକା ଜିଦ୍ ତପସ୍ବିନୀଙ୍କର, ସେ ତାଙ୍କ ଶ୍ବଶୁର ଘରେ ରହିବେ । କୋର୍ଟଙ୍କ ଠାରୁ ସେ କି ନ୍ୟାୟ ପାଇଲେ ? ସେପଟେ ଶୁଣାଣୀ ଘୁଞ୍ଚିଛି ଆସନ୍ତା 27 ତାରିଖକୁ
https://www.youtube.com/watch?v=T9xKte__jgw
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Health
ଚାଲିବା ଭଲ, କିନ୍ତୁ ଏହା ଆପଣଙ୍କୁ ସଂପୂର୍ଣ୍ଣ ଫିଟ ରଖି ପାରିବ ତ?
୨୦୨୩ରେ ବ୍ରିଟିଶ ଜର୍ଣ୍ଣାଲ ଅଫ ସ୍ପୋର୍ଟସ ମେଡିସିନରେ ଦର୍ଶାଯାଇଥିଲା ଯେ ୧୧ ମିନିଟ ଦ୍ରୁତଗତିରେ ଚାଲିବା ଦ୍ୱାରା ହୃଦ ରୋଗ, ଷ୍ଟ୍ରୋକ ଓ କିଛି ନିର୍ଦ୍ଦିଷ୍ଟ ଧରଣର କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ।

Crime
ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?
ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Politics
ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ?
ଶିବ ସେନାର ମୁଖପତ୍ର ‘ସାମନା’ରେ ଉଲ୍ଲେଖ କରାଯାଇଥିଲା ଯେ ଯେଉଁମାନେ ହିମାଳୟର ଛାଇ ତଳେ ବାସ କରୁଛନ୍ତି, ସେମାନେ ତା’ଠାରୁ ନିଜକୁ ବଡ଼ ବୋଲି ଚିନ୍ତା କରିବା ଉଚିତ୍ ନୁହେଁ।

National
୬୦ ବର୍ଷ ବୟସରେ କାହିଁକି ଦଳୀୟ ନେତ୍ରୀଙ୍କୁ ବିବାହ କଲେ ବରିଷ୍ଠ ବିଜେପି ନେତା?
ରିଙ୍କୁ କହିଛନ୍ତି, ଆରମ୍ଭରୁ ଦିଲୀପ ଏହାକୁ ଗ୍ରହଣ କରି ନଥିଲେ। ଉତ୍ତର ଦେବା ପୂର୍ବରୁ ସେ ନିଜ ମା’ଙ୍କ ସହ କଥା ହୋଇଥିଲେ। ପ୍ରାୟ ୩ ମାସ ପରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ମୋତେ ଜଣାଇଥିଲେ।

Crime
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
ପୁଲିସ୍ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।