ତପସ୍ବିନୀଙ୍କ ଆବେଦନକୁ ଆଗ୍ରହ୍ୟ କଲେ ଏସ ଡି ଜେ ଏମ କୋର୍ଟ
ତପସ୍ବିନୀ ଏବେ ଶ୍ବଶୁର ଘର ବାରଣ୍ଡରେ ରହୁଛନ୍ତି । କୋର୍ଟର ଆଦେଶ ଯାହା ହେଉନା କାହିଁକି ନ୍ୟାୟ ପାଇଁ ସେ ସେଠାରେ ରହୁଛନ୍ତି , ଏକା ଜିଦ୍ ତପସ୍ବିନୀଙ୍କର, ସେ ତାଙ୍କ ଶ୍ବଶୁର ଘରେ ରହିବେ । କୋର୍ଟଙ୍କ ଠାରୁ ସେ କି ନ୍ୟାୟ ପାଇଲେ ? ସେପଟେ ଶୁଣାଣୀ ଘୁଞ୍ଚିଛି ଆସନ୍ତା 27 ତାରିଖକୁ

https://www.youtube.com/watch?v=T9xKte__jgw