ଘରୁ ବାହାରୁଥିଲେ ସାବଧାନ। ମଙ୍ଗଳବାରଠାରୁ କଡ଼ାକଡ଼ି ହେଉଛି ଚେକିଂ। କେହି ବି ପଡ଼ିବେନି ବାଦ୍। ବାଇକ, କାର, ଭାରି ଯାନ ପାଇଁ ହେଉଛି ଛାନଭିନ୍। ସମସ୍ତ ଆରଟିଓ ଓ ଏମଭିଆଇଙ୍କୁ ଦିଆଯାଇଛି ନିର୍ଦ୍ଦେଶ।
https://youtu.be/M0I8SD8cAyY
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର
ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।
National
୪୫ ମିନିଟ ଯାଏ ଅଟକି ରହିଲା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର
ଦୀର୍ଘ ୪୫ ମିନିଟ ଧରି ଅପେକ୍ଷା କରିବା ପରେ ଶେଷରେ ରାହୁଲ ଗାନ୍ଧି ହେଲିକପ୍ଟର ଯୋଗେ ଉଡ଼ାଣ ଭରିଥିଲେ। ବିମାନ ହେଲିପ୍ୟାଡରେ ରହିଥିବା ବେଳେ ଏହା ମଧ୍ୟରେ ରାହୁଲ ଗାନ୍ଧି ମଧ୍ୟ ବସି ରହିଥିଲେ।
National
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନରେ ତ୍ରୁଟି, ଉଡ଼ାଣ ବିଳମ୍ବ
ଦେଓଘର ଏୟାରପୋର୍ଟରୁ ସେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଥିଲା।
National
ମଇଁଷିର ଦାମ ୨୩ କୋଟି, ଦିନକୁ ଖାଉଛି ୨୦ଟି ଅଣ୍ଡା
ମଇଁଷି ଅନମୋଲ ପ୍ରତିଦିନ ୨୫୦ ଗ୍ରାମ ପେସ୍ତା ବାଦମ, ୩୦ଟି କଦଳୀ, ୪ କେଜି ଡାଲିମ୍ବ, ୫ ଲିଟର କ୍ଷୀର ଓ ୨୦ଟି ଅଣ୍ଡା ଖାଉଛି।
Accident
ପାର୍ଟି ସରିଲା ଲୁହରେ; ଅଧା ବାଟରେ ଲିଭିଗଲା ୬ ସାଙ୍ଗଙ୍କ ଜୀବନ ଦୀପ
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ ଚୂରମାର୍ ହୋଇ ଯାଇଥିବାବେଳେ ମୃତକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି।