Advertisment

ଜୋରଦାର ହେବ ଚେକିଂ

ଘରୁ ବାହାରୁଥିଲେ ସାବଧାନ। ମଙ୍ଗଳବାରଠାରୁ କଡ଼ାକଡ଼ି ହେଉଛି ଚେକିଂ। କେହି ବି ପଡ଼ିବେନି ବାଦ୍। ବାଇକ, କାର, ଭାରି ଯାନ ପାଇଁ ହେଉଛି ଛାନଭିନ୍। ସମସ୍ତ ଆରଟିଓ ଓ ଏମଭିଆଇଙ୍କୁ ଦିଆଯାଇଛି ନିର୍ଦ୍ଦେଶ।

author-image
Debendra Prusty
ଜୋରଦାର ହେବ ଚେକିଂ

checking

ଘରୁ ବାହାରୁଥିଲେ ସାବଧାନ। ମଙ୍ଗଳବାରଠାରୁ କଡ଼ାକଡ଼ି ହେଉଛି ଚେକିଂ। କେହି ବି ପଡ଼ିବେନି ବାଦ୍। ବାଇକ, କାର, ଭାରି ଯାନ ପାଇଁ ହେଉଛି ଛାନଭିନ୍। ସମସ୍ତ ଆରଟିଓ ଓ ଏମଭିଆଇଙ୍କୁ ଦିଆଯାଇଛି ନିର୍ଦ୍ଦେଶ।

Advertisment

Odisha Mvi Police Checking Traffic Police Vehicle Checking